୧୨ରେ ପିପିଲିରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ପିପିଲି,ଏନ୍ଏନ୍ଏସ୍: ପିପିଲି ଉପନିର୍ବାଚନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୨ ତାରିଖରେ ପ୍ରଚାର କରିବେ। ୬ଟି ଜିଲ୍ଲା ପରିଷଦ ଜୋନ୍ ଓ ପିପିଲି ଏନଏସିରେ ପ୍ରଚାର କାର୍ଯ୍ୟକ୍ରମ ହେବ। ଏଥିସହିତ ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ଯୋଗ ପ୍ରଚାର କରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି।