Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପ୍ରଥମଥର ପାଇଁ କୋରନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କଲା ବିଏମସି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପ୍ରଥମଥର ପାଇଁ କୋରନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କଲା ବିଏମସି

ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ୫ କରୋନା ପଜେଟିଭ ବ୍ୟକ୍ତିଙ୍କ ପରିଚୟ ପ୍ରଥମଥର ପାଇଁ ପ୍ରଦାନ କରିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମର କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ପ୍ରକାଶ କରିଛନ୍ତି । ଜନହିତ ପାଇଁ ଏହା ଜାଣିବା ନିହାତି ଜରୁରୀ ବୋଲି ବିଏମସି କିହଛି । ତେବେ ଉକ୍ତ ବ୍ୟକ୍ତିଙ୍କ ନା ପ୍ରଦିପ୍ତ ଦଳବେହେରା । ତାଙ୍କ ଘର ସୂର୍ୟ୍ୟନଗର, ପ୍ଲଟ ନମ୍ବର-୩୭, ୟୁନିଟ-୭ ବୋଲି ବିଏମସି ସୂଚନା ପ୍ରଦାନ କରିଛି । ଏହାସହ ସେ ରାଜ୍ୟ ବାହାରକୁ କିମ୍ବା ଦେଶ ବାହାରକୁ ଯାଇନାହାନ୍ତି ବୋଲି ବିଏମସି କହିଛି । ସେଥିପାଇଁ ଯେଉଁମାନେ ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ ହୋମ ହୋମକ୍ୱାରେଂଟାଇନ୍ କରନ୍ତୁ । ଏହାସହ ୧୦୪କୁ ଫୋନ କରି ପଂଜୀକରଣ କରନ୍ତୁ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଏହାଛଡା ଉକ୍ତ ଆକ୍ରାନ୍ତଙ୍କ ଘର ସୂର୍ୟ୍ୟନଗରକୁ ସିଲ୍ କରାଯାଇଛି । ସଂପୃକ୍ତ ଅଂଚଳର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ରାସ୍ତାକୁ ନିଷିଦ୍ଧ ଘୋଷଣା କରାଯାଇଛି । ଅନ୍ୟାଦେଶ ଆସିବା ପର୍ୟ୍ୟନ୍ତ ଏହା ବଜାୟ ରହିବ ବୋଲି ସେ କହିଛନ୍ତି । ଗୋପବନ୍ଧୁ ଛକରୁ ଏଲଆଇସି ଛକ, ଏଲଆଇସି ଛକରୁ ଗଙ୍ଗନଗର ଛକ ସିଲ୍ କରାଯାଇଛି । ପରେ ଗଙ୍ଗନଗର ଛକରୁ ଶିରିପୁର ଓ ଶିରିପୁରରୁ ଗୋପବନ୍ଧୁ ଛକକୁ ସଂପୂର୍ଣ୍ଣ ରୂପେ ସିଲ୍ କରାଯାଇଛି । ଏହାକୁ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କଡା ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି ।