ବିଜେପି ନେତା ଜୟରାମ ପାଙ୍ଗି କରୋନାରେ ସଂକ୍ରମିତ

କୋରାପୁଟ,ଏନ୍ଏନ୍ଏସ୍: ବିଜେପି ନେତା ଜୟରାମ ପାଙ୍ଗି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ନିଜେ ସୂଚନା ପ୍ରଦାନ କରିଛନ୍ତି। ରିପୋର୍ଟ ପଜିଟିଭ ଆସିବା ପରେ ଶ୍ରୀ ପାଙ୍ଗି କ୍ୱାରେଣ୍ଟାଇନରେ ଅଛନ୍ତି। ଏଥିସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରାଇବା ପାଇଁ ପରାମର୍ଶ ଦେଇଛନ୍ତି।