ଅବକାରୀ ବିଭାଗର କର୍ମଚାରୀଙ୍କ ମହିଳାଙ୍କୁ ଆକ୍ରମଣ ଅଭିଯୋଗ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପୁଣି ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଘଟଣା ମାଲକାନଗିରି…

ବିଶ୍ୱଭୂଷଣ ହରିଚନ୍ଦନ: ପୋଲାଭରାମ ସମସ୍ୟା ସମାଧାନ ପାଇଁ ହେବ ଉଦ୍ୟମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ।…

ଗ୍ରାମାଞ୍ଚଳ ଲୋକଙ୍କୁ ସ୍ୱାବଲମ୍ବୀ କରିବା ଆମର ମୁଖ୍ୟ ଲକ୍ଷ୍ୟ

ଓଡ଼ିଶାରେ ୟୁଏସ୍ଏଫବିଏଲ୍ର ନୂତନ ଶାଖା ଉନ୍ମୋଚନ ଘୋଷଣା ଅବସରରେ ଏହାର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ସିଂଙ୍କୁ…

ଦୁଇ ଚକିଆକୁ ୧.୧୦ ଲକ୍ଷ ଜୋରିମାନା, ତଣ୍ଡ ଗଣିବେ ସୋ’ ରୁମ୍ ମାଲିକ

ପାରଳାଖେମୁଣ୍ଡି,ଏନ୍ଏନ୍ଏସ୍: ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଦୁଇ ଚକିଆ ଯାନ ବଜାଜ ପ୍ଲାଟିନା ଉପରେ ୧ ଲକ୍ଷ…

ଶିବନଙ୍କ ଶୈବ ଆରାଧନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଶ୍ୱ ପ୍ରସିଦ୍ଧ ବାବା ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ଇସ୍ରୋ ଅଧ୍ୟକ୍ଷ ତଥା ବିଶ୍ୱବିଖ୍ୟାତ ବୈଜ୍ଞାନିକ ଡ. କେ ଶିବନ୍। ଓଡ଼ିଶା…