ରାଜନୀତି ଦୌଡରେ ଦୌଡରାଣୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୂତୀ ଚାନ୍ଦ ପିଲାଟି ଦିନରୁ ରାଜନୀତି ପସନ୍ଦ ଥିବା ସେ ସୋମବାର ଏକ ଟ୍ୱିଟ୍‍ ଜରିଆରେ ପ୍ରକାଶ କରିଛନ୍ତି। ତେବେ ଦୂତୀ ଚାନ୍ଦଙ୍କ…

ଗଣ ଦୁଷ୍କର୍ମର ଶିକାର ଯୁବତୀଙ୍କ ଭିଡିଓ ଭାଇରାଲ

କଳାହାଣ୍ଡି,ଏନ୍ଏନ୍ଏସ୍: ପୁଣି କଳାହାଣ୍ଡିରେ ଜିଲ୍ଲାରେ ଜଣେ ଯୁବତୀ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଭିଡିଓ ଭାଇରାଲ ହୋଇଛି। ଏ ନେଇ ପୀଡ଼ିତା ଜଣଙ୍କ ଜୁନାଗଡ଼…

ବସ୍‌ ଚଲାଇବା ବେଳେ ଚାଲିଗଲା ଡ୍ରାଇଭରର ଜୀବନ, ସୁରକ୍ଷିତ ଯାତ୍ରୀ

ଭୁବନେଶ୍ୱରରୁ ଦାମନଯୋଡିଆସୁଥିବା ରିଲାଏନ୍ସ ବସର ଡ୍ରାଇଭର୍ର ରବିବାର ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଉକ୍ତ ବସ ଡ୍ରାଇଭର ଯୋଗୀ ସେଠୀ …

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରିଥିବା ଅଭିଯୋଗ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା  ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ…

ଚିଦାମ୍ବରମଙ୍କୁ ଭେଟିଲେ ସୋନିଆ ଗାନ୍ଧୀ ଓ ମନମୋହନ ସିଂହ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଅସ୍ଥାୟୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ତିହାର ଜେଲ୍‌କୁ ଯାଇ ପୂର୍ବତନ…

ବିଜେପୁର ପାଇଁ ଆଜିଠାରୁ ଦାଖଲ କରିପାରିବେ ନାମାଙ୍କନପତ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେପୁର ଉପ ନିର୍ବାଚନ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ହୋଇଯାଇଛି। ଏଥିସହ ଆଜିଠାରୁପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା…

ବିଦେଶୀ ପୁଞ୍ଜି ପ୍ରତ୍ୟାହାର ପ୍ରତିବାଦରେ ବିଭିନ୍ନ କୋଇଲା ଖଣି ବନ୍ଦ

ଝାରସୁଗୁଡ଼ା,ଅନଗୁଳ,ଏନ୍ଏନ୍ଏସ୍: କେନ୍ଦ୍ର ସରକାର ସମସ୍ତ ରାସ୍ତାୟତ ଉଦ୍ୟୋଗଗୁଡ଼ିକୁ ବାହାର କମ୍ପାନୀ ହାତକୁ ଟେକି ଦେବାକୁ ଯେଉଁ ଉଦ୍ୟମ କରୁଛନ୍ତି ତାହାକୁ…