ମହାନଗର ଭିଜିଲାନ୍ସ ରିମାଣ୍ଡରେ କ୍ରିପ୍ଟୋ କୁବେର ଅଫିସର ନିହାର ରଞ୍ଜନ ଦାସ Nitidin Nov 3, 2022 ଭୁବନେଶ୍ୱର,ଏନ୍ଏନ୍ଏସ୍: ଭିଜିଲାନ୍ସ ରିମାଣ୍ଡରେ କ୍ରିପ୍ଟୋ କୁବେର ଅଫିସର ନିହାର ରଞ୍ଜନ ଦାସ । ତାଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଛି ଭୁବନେଶ୍ୱର ଭିଜିଲାନ୍ସ…
ଦେଶ- ବିଦେଶ ଗୁଜରାଟ ନିର୍ବାଚନକୁ ନେଇ କେଜରିଓ୍ଵାଲଙ୍କ ପ୍ରତିକ୍ରିୟା, କହିଲେ- ଜିତିଲେ ସମସ୍ତଙ୍କୁ… Nitidin Nov 3, 2022 ନୂଆଦିଲ୍ଲୀ,ଏଜେନ୍ସି: ଗୁଜରାଟ ନିର୍ବାଚନ ପାଇଁ ବାଜିଛି ବିଗୁଲ। ଏହି ନିର୍ବାଚନରେ ୨ଟି ପର୍ଯ୍ୟାୟରେ ମତଦାନ ହେବ। ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟ ଓ ୫ରେ…
ମହାନଗର ସାତ ଜିଲ୍ଲାରେ ବଢିବ ସାକ୍ଷରତା ହାର, ନିୟୁ ଇଣ୍ଡିଆ କାର୍ଯ୍ୟକ୍ରମରେ ସାମିଲ କଲା କେନ୍ଦ୍ର Nitidin Nov 3, 2022 ଭୁବନେଶ୍ବର,ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ ନିୟୁ ଇଣ୍ଡିଆ ଲିଟରାସି ପ୍ରୋଗ୍ରାମରେ ଓଡ଼ିଶାର ୭ଟି ଜିଲ୍ଲା ସାମିଲ ହେବ । ୨୦୧୧ ଜନଗଣନା ଆନୁସାରେ…
ଜିଲ୍ଲା ରାଉରକେଲା ସୁପର ସ୍ପେଶାଲିଟି ହସପିଟାଲ ପରିଚାଳନା କରିବ ଆପୋଲୋ Nitidin Nov 3, 2022 ରାଉରକେଲା,ଏନ୍ଏନ୍ଏସ୍: ରାଉରକେଲାସ୍ଥ ଇସ୍ପାତ ପୋଷ୍ଟ୍ ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଆଣ୍ଡ୍ ସୁପରସ୍ପେଶାଲିଟି ହସପିଟାଲ(ଆଇପିଜିଆଇ ଓ…
ଜିଲ୍ଲା କର୍ଲାମୁଣ୍ଡା ଅଞ୍ଚଳର ବିକାଶ ପାଇଁ ଅଣ କୁଶଳୀ ଶ୍ରମିକଙ୍କ ସହ ଆଲୋଚନା Nitidin Nov 3, 2022 କର୍ଲାମୁଣ୍ଡା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ୍ ଏକ ଅନୁନ୍ନତ ଅଞ୍ଚଳ ଭାବେ ସାରା ରାଜ୍ୟରେ ପରିଚିତ। ଏହି ଅଞ୍ଚଳର ଶ୍ରମିକ…
ମହାନଗର ୨୪ରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ, ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ Nitidin Nov 3, 2022 ଭୁବନେଶ୍ବର,ଏନ୍ଏନ୍ଏସ୍: ଆସନ୍ତା ୨୪ ତାରିଖଠାରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ ୨୫…
ଜିଲ୍ଲା ଦୁଙ୍ଗୁରିପାଳିରେ ସୌର ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ, ପ୍ରକଳ୍ପ ନିର୍ମାଣ ବିରୋଧରେ ପୁଣିଥରେ… Nitidin Nov 3, 2022 ସଇଁନ୍ତଲା,ଏନ୍ଏନ୍ଏସ୍: ଦୀର୍ଘଦିନ ହେବ ଆଦିତ୍ୟ ବିର୍ଲା ନାମକ ଏକ ଘୋରୋଇ କମ୍ପାନୀ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ଡୁଙ୍ଗୁରିପାଲି ଓ ତେଣ୍ଡିପାଲିରେ…
ମହାନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମିଳିଲା ଜାମିନ Nitidin Nov 3, 2022 ଭୁବନେଶ୍ୱର,ଏନ୍ଏନ୍ଏସ୍: ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମିଳିଲା ଜାମିନ। ମାଆ, ଝିଅ ହତ୍ୟା ମାମଲାରେ ତାଙ୍କୁ ଜାମିନ ଦେଇଛନ୍ତି ଛତିଶଗଡ଼…
ଦେଶ- ବିଦେଶ ଇମ୍ରାନ ଖାନଙ୍କୁ କାହିଁକି ଗୁଳି କଲା ଯୁବକ? କ୍ୟାମେରା ଆଗେରେ କହିଲା କାରଣ… Nitidin Nov 3, 2022 ଇସଲାମାବାଦ,ଏଜେନ୍ସି: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରକୁ ଗୁଳିମାଡ଼ କରିଥିବା ଯୁବକକୁ ଗିରଫ କରାଯିବା ପରେ ଗୋଟିଏ ପରେ ଗୋଟିଏ…
ଜିଲ୍ଲା କାର ଉପରେ ଚଢିଗଲା ଟ୍ରକ: ଗୋଟିଏ ପରିବାରର ୪ ଜଣଙ୍କର ଚାଲିଗଲା ଜୀବନ Nitidin Nov 3, 2022 କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ସଦର ଥାନା ବଡ଼ପଶି ନିକଟରେ ଟ୍ରକ କାର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୪ ମୃତ ଓ ଜଣେ ଗୁରୁତର । ଗୁରୁତର ବ୍ଯକ୍ତିକୁ…