ସୁସ୍ଥହେଲେ ଆଉ ୬୬ କରୋନା ଆକ୍ରାନ୍ତ, ପଢ଼ନ୍ତୁ କେଉଁ ଜିଲ୍ଲାରୁ କେତେ
ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୩୫୯୨୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Another 66 Covid patients have recovered and are being discharged on 18.03.2021
12 from Khordha
8 from Cuttack
8 from Jajapur
8 from Mayurbhanj
7 from Anugul
7 from Sundargarh
4 from Deogarh
2 from Bargarh
2 from Ganjam
2 from Jharsuguda
2 from Puri
2 from Sambalpur— H & FW Dept Odisha (@HFWOdisha) March 18, 2021
ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୨ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୮, ଯାଜପୁରରୁ ୮, ମୟୂରଭଞ୍ଜରୁ ୮, ଅନୁଗୁଳରୁ ୭, ସୁନ୍ଦରଗଡ଼ରୁ ୭, ଦେବଗଡରୁ ୪, ବରଗଡରୁ ୨, ଗଞ୍ଜାମରୁ ୨, ଝାରସୁଗୁଡାରୁ ୨, ପୁରୀରୁ ୨, ସମ୍ବଲପୁରରୁ ୨, ରାୟଗଡାରୁ ୧ ଏବଂ ଷ୍ଟେଟପୁଲରୁ ଜଣେ ସୁସ୍ଥ ହୋଇଛନ୍ତି।
1 from Rayagada
1 from State PoolThe total recovered cases of Odisha now stand at 335923
— H & FW Dept Odisha (@HFWOdisha) March 18, 2021