ସୁସ୍ଥହେଲେ ଆଉ ୫୪ କରୋନା ଆକ୍ରାନ୍ତ, ପଢନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୩୪୧୦୭ରେ ପହଞ୍ଚିଛି।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ଲକ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୦ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୮, ଖୋର୍ଦ୍ଧାରୁ ୭, ବାଲେଶ୍ୱରରୁ ୬, ପୁରୀରୁ ୬, ରାୟଗଡାରୁ ୪, ବଲାଙ୍ଗିରରୁ ୨, ଝାରସୁଗୁଡାରୁ ୨, ମାଲକାନଗିରିରୁ ୨, ମୟୁରଭଞ୍ଜରୁ ୨, ଭଦ୍ରକ, ବରଗଡ, ଗଞ୍ଜାମ, କଳାହାଣ୍ଡି, ଏବଂ ଷ୍ଟେଟପୁଲରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

 

You also have the option to opt-out of these cookies. where to buy viagra in malaysia But opting out of some of these cookies may have an effect on your browsing experience.