ମହାବଳ ବାଘକୁ ପାଳିଥିବା ମହିଳାଙ୍କ ପରଲୋକ

କଟକ,ଏନ୍ଏନ୍ଏସ୍: ମହାବଳ ବାଘକୁ ପାଳି ଚର୍ଚ୍ଚାରେ ରହିଥିବା ସାହସୀ ମହିଳା ନିହାର ନଳିନୀ ସ୍ୱାଇଁଙ୍କ ପରଲୋକ। କଟକ ସିଦେ୍ଧଶ୍ୱର ସାହିରେ ଥିବା ଆର୍ଶୀବାଦ ବୃଦ୍ଧାଶ୍ରମରେ  ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା।