ଘୁଞ୍ଚିଲା ବିପିୟୁଟି ପିଏଚଡି ଏଣ୍ଟ୍ରାସ୍ ପରୀକ୍ଷା ରାଜ୍ୟ By Nitidin On Dec 3, 2021 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ବାତ୍ୟା ‘ଜାୱାଦ’ ପାଇଁ ବିପିୟୁଟି ପରିଚାଳିତ ପିଏଚଡି ପ୍ରୋଗ୍ରାମ ଏଣ୍ଟ୍ରାନ୍ସ ପରୀକ୍ଷା ତାରିଖ ଘୁଞ୍ଚିଲା। ଆସନ୍ତା ୫ ତାରିଖରେ ହେବାକୁ ଥିବା ପରୀକ୍ଷା ୧୨ ତାରିଖକୁ ଘୁଞ୍ଚିଛି। Share