କୋଟିଆ ପରେ ପଟାଙ୍ଗି ଉପରେ ଆନ୍ଧ୍ରର ନଜର

  • କୋରାପୁଟ: କୋଟିଆ ପରେ ଏବେ ପଟାଙ୍ଗି ପଞ୍ଚାୟତ ଉପରେ ଆନ୍ଧ୍ରର ନଜର ପଡ଼ିଛି। ପଟାଙ୍ଗି ପଞ୍ଚାୟତ ୧୨ ଖଣ୍ଡ ଗାଁର ଲୋକଙ୍କୁ ଆନ୍ଧ୍ର ସରକାର ପ୍ରଲୋଭନ ଦେଖାଇଛନ୍ତି। ୧୨ଟି ଗାଁର ପ୍ରାୟ ୨୦୦ ଲୋକଙ୍କୁ ନେଇ କୋନବାଲଚାରେ ମିଟିଂ ସୂଚନା ମିଳିଛି। ତେଲୁଗୁରେ ଲେଖା ଜମିପଟା ଦେଖାଇବା ସହ କମ୍ବଳ ବଣ୍ଟନ କରାଯାଇଛି। ସାଲୁର ବିଧାୟକ ରାଜାନା ଦୋରା ପ୍ରଲୋଭନ ଦେଖାଇଥିବା ଅଭିଯୋଗ ହୋଇଛି। ବୈଠକରେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।