କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ମିଳିଲା ଛତିଶଗଡ଼ ଦାୟିତ୍ୱ

ଭୁବନେଶ୍ୱର,ଏନ୍ଏନ୍ଏସ୍: କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ କଂଗ୍ରେସ ଛତିଶଗଡ଼ ଦାୟିତ୍ୱ ପ୍ରଦାନ କରିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସପ୍ତଗିରିଙ୍କୁ ଦଳର ରାଷ୍ଟ୍ରୀୟ ସମ୍ପାଦକ ସହ ଛତିଶଗଡ଼ ଇନଚାର୍ଜ ଭାବେ ଦାୟିତ୍ୱ ଦେଇଛନ୍ତି।