ଭୁବନେଶ୍ୱର, ଏନ୍ଏନ୍ଏସ୍: ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାଁରେ କେହି ଜଣେ ନକଲି ଟ୍ୱିଟର ଆକାଉଣ୍ଟ କରିଥିବା ଜଣାପଡ଼ିଛି। ଏଥିରେ ଦୁର୍ବୃତ୍ତ ଜଣକ ଜୁନ୍ ୧୪ରେ ମାଟ୍ରିକ ପରୀକ୍ଷା ହେବ ବୋଲି ସେୟାର କରିଛି। ପ୍ରଥମେ ଏହାକୁ ବାତିଲ କରାଯାଇଥିବା ବେଳେ ପରେ ବୈଠକ କରାଯାଇ ନିଷ୍ପତ୍ତି ନିଆଯାଇଛି ଯେ, ମାଟ୍ରିକ ପରୀକ୍ଷା ଜୁନ ୧୪-୨୬ ପର୍ଯ୍ୟନ୍ତ ହେବ ବୋଲି ଲେଖାଯାଇଛି।
