ଭୁବନେଶ୍ୱର,ଏନ୍ଏନ୍ଏସ୍: ମହାବିଷୁବ ସଂକ୍ରାନ୍ତି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଶୁଭେଚ୍ଛା ଜଣାଇଛନ୍ତି। ବାଇଡେନ୍ ଟୁଇଟ କରି ମହାବିଷୁବ ସଂକ୍ରାନ୍ତି ତଥା ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, ଦକ୍ଷିଣ ଏସୀୟ ଓ ଦକ୍ଷିଣ-ପୂର୍ବ ଏସୀୟ ସଂପ୍ରଦାୟ ଆଜି ବୈଶାଖୀ, ନବରାତ୍ରୀ, ସୋଙ୍ଗକରନ ପାଳନ କରୁଛନ୍ତି। ହାପି ବେଙ୍ଗଲି, କମ୍ବୋଡିଆନ, ଲାଓ, ମିଆଁନମାରିଜ, ନେପାଳୀ, ସିଂହଳୀ, ତାମିଳ, ଥାଇ ଓ ବିଷୁ ନବବର୍ଷର ଅଭିନନ୍ଦନ।
Jill & I send our warmest wishes to South Asian & Southeast Asian communities who are celebrating Vaisakhi, Navratri, Songkran, & the incoming New Year this week. Happy Bengali, Cambodian, Lao, Myanmarese, Nepali, Sinhalese, Tamil, Thai, & Vishu New Year!: US President Joe Biden pic.twitter.com/LCNJCzEm4J
— ANI (@ANI) April 14, 2021