କାଲି ସଂଧ୍ୟା ୬ଟାରେ ଓଡ଼ିଶା ପହଞ୍ଚିବେ ରାଷ୍ଟ୍ରପତି ରାଜ୍ୟ By Nitidin On Mar 19, 2021 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତାକାଲି ସଂଧ୍ୟା ୬ଟାରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ। ଆସନ୍ତା ୨୧ ତାରିଖରେ NIT ସମାବର୍ତ୍ତନରେ ରାଷ୍ଟ୍ରପତି ଯୋଗ ଦେବେ। ଏଥିସହିତ ୨୨ ତାରିଖରେ ରାଷ୍ଟ୍ରପତିଙ୍କ ପୁରୀ ଓ କୋଣାର୍କ ଗସ୍ତ କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। Share