ମଲାଇକାଙ୍କ ହଟ୍ ଲୁକ୍

ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରା ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ଏବେ ମଲାଇକା ତାଙ୍କର ଏକ ଫଟୋ ନିଜ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି। ଏହି ଫଟୋଟି ତାଙ୍କର ନିଜ ୱାର୍କଆଉଟ୍ ଟାଇମର ଫଟୋଟି କଳାଧଳାରେ ଅପଲୋଡ୍ ହୋଇଛି। ଅପଲୋଡ୍ ହେବାପରେ ଫଟୋଟି ଭାଇରାଲ ହେବାରେ ଲାଗିଛି। ମଲାଇକା ଅନେକ ସମୟ ତାଙ୍କର ପ୍ରଶଂସକ ଓ ଫ୍ରେଣ୍ଡମାନଙ୍କ ସହ ସେୟାର କରନ୍ତି।