Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପରିଣୀତି, ସିଦ୍ଧାର୍ଥ ଯୋଡ଼ିକୁ ନେଇ ଚର୍ଚ୍ଚା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପରିଣୀତି, ସିଦ୍ଧାର୍ଥ ଯୋଡ଼ିକୁ ନେଇ ଚର୍ଚ୍ଚା

ପରିଣୀତି ଚୋପ୍ରା ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ଯୋଡ଼ିକୁ ନେଇ ଏବେ ଚର୍ଚ୍ଚା ସବୁଠି। ଉଭୟଙ୍କ ଯୋଡ଼ିକୁ ଅନେକେ ପସନ୍ଦ କରିଛନ୍ତି। ସୂଚନା ଥାଉକି ଉଭୟ ଏବେ ଫିଲ୍ମ ‘ଜବରିୟା ଯୋଡ଼ି’ରେ ନଜର ଆସିଛନ୍ତି। ଏହି ଫିଲ୍ମଟି ଧମାଲ କରିଛି ଉଭୟଙ୍କ ନିଖୁଣ ଅଭିନୟରେ।

ଶୁଣିବାକୁ ମିଳୁଛି ବିହାରର ପୃଷ୍ଠ ଭୂମି ଉପରେ ଆଧାରିତ ଏହି ଫିଲ୍ମଟି ବକ୍ସ ଅଫିସରେ ଆଶାନୁରୂପ ଆୟ କରିଥିବା ଜଣାପଡ଼ିଛି। ମୂଳକଥା ହେଉଛି ‘ଜବରିୟା ଯୋଡ଼ି’ ଫିଲ୍ମଟିରେ କମେଡ଼ି ଓ ସାମାଜିକ ପ୍ରସଙ୍ଗ ଭରି ରହିଛି। ଯାହା କି ଦର୍ଶକଙ୍କୁ ଆକୃଷ୍ଟ କରିଲା ଭଳି। ପ୍ରଥମ ଦିନରେ ୩.୧୫ କୋଟି ଓ ଦ୍ୱିତୀୟ ଦିନରେ ୪କୋଟି ଆୟ କରିଥିଲା ଏହି ଫିଲ୍ମଟି।

ଏଥିରେ ପରିଣୀତି ଚୋପ୍ରା ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ସଂଜୟ ମିଶ୍ର, ଜାବେଦ ଜାଫରୀ, ଅପଶକ୍ତି ଖୁରାନା ଓ ଚନ୍ଦନ ରାୟ ପ୍ରମୁଖ ଅଭିନୟ କରିଛନ୍ତି ଏବଂ ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ନିଜ ଟ୍ୱିଟର ଆକାଉଣ୍ଟରେ ପରିଣିତି ଚୋପ୍ରା ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ଫଟୋ ସେୟାର କରି ଫିଲ୍ମଟିର ପ୍ରଶଂସା କରିଛନ୍ତି।