ଭୁବନେଶ୍ୱର, ଏନ୍ଏନ୍ଏସ୍: ବ୍ରିଟେନରୁ ଫେରିଥିବା ୪୩ଜଣଙ୍କର ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଗତ ୧୪ ଦିନ ମଧ୍ୟରେ ପେରିଥିବା ଲୋକଙ୍କ ତଥ୍ୟ ପ୍ରଦାନ କରିଛନ୍ତି। ଏନେଇ ସବୁ ଜିଲ୍ଲାପାଳ ଓ ସିଡିଏମଓ ମାନଙ୍କୁ ତାଲିକା ଦେଇଛନ୍ତି ସ୍ୱାସ୍ଥ୍ୟ ଏସିଏସ। ଏହାସହ ବ୍ରିଟେନରୁ ଆସିଥିବା ଲୋକଙ୍କ ଆରଟି- ପିସିଆର ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ହୋଇଛି। ସମ୍ପକ୍ତ ଲୋକଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଓ ସର୍ଭେଲାନ୍ସ ପାଇଁ ମଧ୍ୟ ନିର୍ଦ୍ଦେଶ ହୋଇଛି।