ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ପୁଣି ୧୬୩୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ ଆଜି କରୋନାରେ ୧୫ ଜଣ ପ୍ରାଣ ହରାଇଛନ୍ତି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୫୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ଅବଶିଷ୍ଟ ୬୭୮ଟି ହେଉଛି ଲୋକାଲ୍ କେସ୍। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାର ୧୫୮ ଜଣ ଥିବା ବେଳେ କଟକର ୧୩୨, ଅନୁଗୋଳର ୧୦୦, ସୁନ୍ଦରଗଡ଼ର ୧୦୬ ଓ କେନ୍ଦ୍ରାପଡ଼ାର ୧୦୫ ଜଣ ଅଛନ୍ତି।
Covid-19 Report For 24th October
New Positive Cases: 1633
In quarantine: 955
Local contacts: 678(Details of local contacts will be shared by concerned District Administration)
District Wise Cases:
1. Angul: 100
2. Balasore: 26
3. Bargarh: 53
4. Bhadrak: 21
5. Balangir: 80— I & PR Department, Odisha (@IPR_Odisha) October 25, 2020