Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବଦଳିଲେ ୨୯ ଡାକ୍ତର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବଦଳିଲେ ୨୯ ଡାକ୍ତର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗୁରୁବାର ରାଜ୍ୟରେ ୨୯ଜଣ ଡାକ୍ତରଙ୍କୁ ବଦଳି କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଡାକ୍ତର ବିଶ୍ୱନାଥ ଦାଶଙ୍କୁ ଡିଏଚଏଚ୍ ବାରିପଦାକୁ ବଦଳି କରାଯାଇଛି। ସେହିପରି ଡା. ଦିଲ୍ଲୀପ କୁମାର ବିଶ୍ୱାଳଙ୍କୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶାଳୟ, ଡା. ଗୀତାଞ୍ଜଳି ରଥଙ୍କୁ କଟକ ସିଟି ହସ୍ପଟାଲ, ଡା. ପ୍ରମୋଦ କୁମାର ସାମନ୍ତରୟଙ୍କୁ ସିନିୟର କନସଲଟାଣ୍ଟ, କ୍ୟାପିଟାଲ ହସ୍ପଟାଲ, ଡା. ସରୋଜ କୁମାର ଜେନାଙ୍କୁ କ୍ୟାପିଟାଲ ହସ୍ପିଟାଲ, ଡା. ମୁରଲୀଧର ପାଢ଼ୀଙ୍କୁ ଡିଏମଓ ଭଦ୍ରକ, ଡା. ବରଦାକାନ୍ତ ମିଶ୍ରଙ୍କୁ ଡିଏମଓ ରାୟଗଡ଼ା, ଡା. ପ୍ରଣବ ଶଙ୍କର ଦାଶଙ୍କୁ ଡିଏମଓ ପୁରୀ, ଡା. ରବୀନ୍ଦ୍ରନାଥ ମିଶ୍ରଙ୍କୁ କୋରାପୁଟ ଡିଏମଓ, ଡା. ଛନ୍ଦା କାନୁନଗୋଙ୍କୁ ବ୍ରହ୍ମପୁର ସିଟି ହସ୍ପିଟାଲ, ଡା. ମନୋଜ କୁମାରଙ୍କୁ ସୋନପୁର ଡିଏଚଏଚ୍, ଡା. ଅଲେଖ ପ୍ରସାଦ ମହାପାତ୍ରଙ୍କୁ ସମ୍ବଲପୁର ଡିଏଚଏଚ୍, ଡା. ସୁଶାନ୍ତ କୁମାର ବେହେରାଙ୍କୁ ବ୍ରହ୍ମପୁର ସିଟି ହସ୍ପଟାଲ, ଡା. କୈଳାସ ଚନ୍ଦ୍ର ସାହୁଙ୍କୁ କ୍ୟାପିଟାଲ ହସ୍ପିଟାଲ, ଡା. ସନ୍ତୋଷ କୁମାର ରାଉତରାୟଙ୍କୁ ପୁରୀ ଡିଏଚଏଚ୍, ଡା. ବିଶ୍ୱମୋହନ ମିଶ୍ରଙ୍କୁ ଖୋର୍ଦ୍ଧା ଡିଏଚଏଚ୍, ଡା. ଅମୀୟ ଜେନାମଣିଙ୍କୁ ନୂଆପଡ଼ା ଡିଏଚଏଚ୍, ଡା. ଗୀତାଞ୍ଜଳି କରଙ୍କୁ କଟକ ସିଟି ହସ୍ପଟାଲ, ଡା. ବିନୟ କୁମାର ବେହେରାଙ୍କୁ ବରଗଡ଼ ଡିଏଚଏଚ୍, ଡା. ଦୁର୍ଗା ପ୍ରସାଦ ସାହୁଙ୍କୁ ସୋନପୁର ଡିଏଚଏଚ୍, ଡା. ଲିପିକା ପଣ୍ଡାଙ୍କୁ କ୍ୟାପିଟାଲ ହସ୍ପିଟାଲ, ଡା. ଉମାକାନ୍ତ ଜେନାଙ୍କୁ ଭଦ୍ରକ ଡିଏଚଏଚ୍, ଡା. ସୁବୋଧ କୁମାର ରଥଙ୍କୁ ଡିଏଚଏସ୍, ସୁନ୍ଦରଗଡ଼, ଡା. ଶୁଶାନ୍ତ କୁମାର ପଣ୍ଡାଙ୍କୁ ଡିଏଚଏଚ୍ ପୁରୀ, ଡା. ଅରବିନ୍ଦ କାଲସିଙ୍କୁ ବଲାଙ୍ଗିର, ଡା. ଯଶୋବନ୍ତ ସାହୁଙ୍କୁ ସମ୍ବଲପୁରକୁ ବଦଳି କରାଯାଇଛି। ସେହିପରି ଡା. ନିଳକଣ୍ଠ ମିଶ୍ରଙ୍କୁ ଅତିରିକ୍ତ ସଚିବ ପାହ୍ୟାଙ୍କୁ ପଦନ୍ନୋତି କରାଯାଇଥିବାବେଳେ ଡା. ଉର୍ମିଳା ମିଶ୍ରଙ୍କୁ ବ୍ଲଡ୍ ସେଫ୍ଟି ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।