ଗଞ୍ଜାମ ଜିଲ୍ଲା ଗସ୍ତରେ ମନ୍ତ୍ରୀ ପ୍ରତାପ ଜେନା: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଟ୍ରାଫିକ ପୋଷ୍ଟରେ ସିସିଟିଭି ବ୍ୟବସ୍ଥାର ଶୁଭାରମ୍ଭ କଲେ

ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇଥିବା ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଟ୍ରାଫିକ ପୋଷ୍ଟରେ ସିସିଟିଭି ବ୍ୟବସ୍ଥାର ଶୁଭାରମ୍ଭ କଲେ।