ଭୁବନେଶ୍ୱର : ମୁ ସଂପୂର୍ଣ୍ଣ ସୁସ୍ଥ ଅଛି କହିଲେ ଗଜପତି ମହାରାଜ । ବିଦେଶରୁ ଫେରୁଥିବା ଲୋକଙ୍କୁ ପଞ୍ଜିକରଣ ପାଇଁ ଅପିଲ କଲେ ମହାର ଦିବ୍ୟ ସିଂ ଦେବ । ଏହା ଦ୍ଵାରା ଆମେ ସମସ୍ତେ କରୋନାରୁ ଦୁରେଇ ରହିପାରିବା କହିଲେ ଗଜପତି । ମୁ ଓ ମୋ ପରିବାର ସଂପୁର୍ଣ୍ଣ ସୁସ୍ଥ ଅଛୁ । ଆମେରିକାରେ ଧର୍ମୀକ କାର୍ଯ୍ୟ ସାରି ୧୫ ରେ ଫେରିଲୁ ।ବିଭିନ୍ନ ଜଗନ୍ନାଥ ମନ୍ଦିର ଓ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇଥିଲି । ସେଠାରୁ ଫେରି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପଞ୍ଜିକରଣ କରିଥିଲି । ଅନଲାଇନରେ ପଞ୍ଜିକରଣ କରି ରହିଥିବା କଥା କହିଲେ ।