really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୧୯୪୮ ମସିହାରେ ମାତ୍ର ୧୪ ବର୍ଷ ବୟସରେ ସେ କଟକ ଅଲ୍ ଇଣ୍ଡିଆ ରେଡିଓରୁ ସଙ୍ଗୀତ ଗାନ ଆରମ୍ଭ କରିଥିଲେ କ୍ଷ ୧୯୩୪ ମସିହା ନଭେମ୍ବର ୭ ତାରିଖ ରେ ସେ ଜନ୍ମ ଗ୍ରହଣ କରିଥିଲେ କ୍ଷ ୧୯୮୩ ମସିହାରୁ କୋଲକାତାରେ ରହୁଥିଲେ । ଓଡିଶାର ଗ୍ଵାଲିୟର ଘରlନl ର ଭାରତୀୟ ଶାସ୍ତ୍ରୀୟ ଗାୟିକା ଥିଲେ । ୧୯୫୬ ମସିହା ରେ ପୁନେ ସ୍କୁଲରୁ ସଙ୍ଗୀତରେ ସ୍ନାତକ କରିଥିଲେ। କୋଲକାତା ସଦରଙ୍ଗ ସଙ୍ଗୀତ ସମ୍ମୀଳନୀରେ ସଙ୍ଗୀତ ପରିବେଷଣ କରି ୧୩ ଟି ସ୍ଵର୍ଣ୍ଣ ମୁଦ୍ରା ହାସଲ କରିଥିଲେ। ଭାରତରେ ବିଭିନ୍ନ ସ୍ଥାନରେ ସଙ୍ଗୀତ ପରିବେଷଣ କରି ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିଲେ ।
ବିଶେଷକରି ଗୁରୁମା ସେ ଭାବେ ପରିଚିତ। ନିଶବ୍ଦ ଶରଦ ପ୍ରାତେ, ଜୀବନ ପାତ୍ର ମୋ ଭରିଛ କେତେ ମତେ…., ଜୀବନ ବନ୍ଧୁ ଜୟ ଜୟ ହେ… ଆଦି ସଙ୍ଗୀତ ତାଙ୍କର ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିଲେ।ସେ ଓଡିଶା ସଂଗୀତ ଏକାଡେମୀ ସମେତ ଅନେକ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି। ତାଙ୍କର ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି।