୫ଟାରୁ ନବମୀ ସଂଧ୍ୟା ଦର୍ଶନ ବନ୍ଦ

ପୁରୀ,ଏନ୍‌ଏନ୍‌ଏସ୍‌: ଆଡ଼ପ ମଣ୍ଡପରେ ନବମୀ ସଂଧ୍ୟା ଦର୍ଶନ ୫ଟାରୁ ବନ୍ଦ ହେବ । ୨୭ ତାରିଖ ପର୍ଯ୍ୟନ୍ତ ନବମୀ ସଂଧ୍ୟା ଦର୍ଶନ ୫ଟା ଯାଏ ଚାଲିବ । ବାହୁଡ଼ା ଯାତ୍ରା ପ୍ରସ୍ତୁତି ପାଇଁ ୫ଟାରୁ ଦର୍ଶନ ବନ୍ଦ କରାଯିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।