ବାଲେଶ୍ୱର ମେଡିକାଲ ପହଞ୍ଚିଲେ ରାଜ୍ୟପାଳ

ବାଲେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବାଲେଶ୍ୱର ମେଡିକାଲରେ ପହଞ୍ଚିଛନ୍ତି । ଏହି ସମୟରେ ଆହତ ବ୍ୟକ୍ତିଙ୍କୁ ଭେଟିବା ସହ ପରିବାବର୍ଗଙ୍କ ସହ ରାଜ୍ୟପାଳ ଆଲୋଚନା କରିଛନ୍ତି । ଏଥିସହିତ ଡାକ୍ତରଙ୍କ ସହ ମଧ୍ୟ ଆଲୋଚନା କରିଥିବା ଜଣାପଡ଼ିଛି ।