ବଢ଼ିଲା ଇ-ଯାନ ରିହାତି ରାଜ୍ୟ By nitidin1 On Apr 24, 2023 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଇ-ଯାନ ଉପରେ ରିହାତି ବୃଦ୍ଧି କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଇ-ଯାନ କ୍ରୟ ଓ ପଞ୍ଜିକରଣ ପାଇଁ ଦିଆଯାଉଥିବା ପ୍ରୋତ୍ସାହନ ରିହାତି ବୃଦ୍ଧି ପାଇଛି । Share