ସମ୍ବଲପୁରରେ ଆଉ ୧୨ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ ରାଜ୍ୟ By nitidin1 On Apr 22, 2023 No internet connection found on smartphone. Lost Wireless Connection. No wifi. Vector stock illustration Share ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁରରେ ହିଂସା ପରେ ଜାରି ହୋଇଥିବା ଇଣ୍ଟରନେଟ କଟକଣା ଆହୁରି ୧୨ ଘଣ୍ଟା ବଢ଼ାଇ ଦିଆଯାଇଛି । ଆଜି ସନ୍ଧ୍ୟା ୬ଟାରେ ସରୁଥିବା କଟକଣା କାଲି ସକାଳ ୬ଟା ପର୍ଯ୍ୟନ୍ତ ବଢ଼ିଛି । ଏନେଇ ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ପ୍ରଦାନ କରିଛନ୍ତି । Share