ଅର୍ଚ୍ଚନାଙ୍କୁ ମିଳିଲା ଜାମିନ

କଟକ,ଏନ୍‌ଏନ୍‌ଏସ୍‌: ବହୁଚର୍ଚ୍ଚିତ ଲେଡିବ୍ଲାମେଲର ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ନୟାପଲ୍ଲୀ ଥାନାରେ ଦାୟର ହୋଇଥିବା ବ୍ଲାକମେଲ ମାମଲାରେ ଜାମିନ ମିଳିଛି । ଏହାସହ ତଦନ୍ତରେ ସହଯୋଗ କରିବା ଏବଂ ବାହାରକୁ ନଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।