ଭବାନୀପାଟଣା ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢ଼ା

ଭବାନୀପାଟଣା,ଏନ୍‌ଏନ୍‌ଏସ୍‌: ଭବାଣୀପାଟଣା ମେଡିକାଲ କଲେଜରେ ଏମବିବିଏସ ପାଠପଢ଼ା ଆରମ୍ଭ ହେବ । ୧୦୦ଟି ଏମବିବିଏସ ସିଟକୁ ଏନଏମସି ଅନୁମୋଦନ କରିଛି । ଫଳରେ ଚଳିତ ବର୍ଷଠୁ ନାମଲେଖା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।