ପୁଣି ୪ ଦିନିଆ ରିମାଣ୍ଡରେ ଗୋପାଳ

ଝାରସୁଗୁଡ଼ା,ଏନ୍‌ଏନ୍‌ଏସ୍‌: ସ୍ୱର୍ଗତଃ ନବ ଦାସଙ୍କ ହତ୍ୟା ମାମଲାରେ ଗୋପାଳ ଦାସ ପୁଣିଥରେ ୪ ଦିନିଆ ରିମାଣ୍ଡରେ ଯିବେ। ଏନେଇ କୋର୍ଟ ପକ୍ଷରୁ ଅନୁମତି ଦିଆଯାଇଛି । ଗୋପାଳର ପ୍ରଥମ ରିମାଣ୍ଡ ଅବଧି ଆଜି ଶେଷ ହୋଇଥିଲା ।