ବିଧାନସଭାରେ ଭୋଟ ଦେଲେ ୧୪୫ ବିଧାୟକ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଷ୍ଟ୍ରପତି ନିର୍ବାଚନ ଲାଗି ଭୋଟ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି । ବିଧାନସଭାରେ ୧୪୫ ଜଣ ଭୋଟ ଦେଇଥିବାବେଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଦିଲ୍ଲୀରେ ଭୋଟ ଦେଇଛନ୍ତି । କେବଳ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଭୋଟ ଦେଇ ନାହାନ୍ତି ।