ଜୁନ୍ ୨ରୁ +୨ ଖାତା ଦେଖା

କଟକ,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ଜୁନ୍ ୨ରୁ +୨ ଖାତା ଦେଖା ଆରମ୍ଭ ହେବ । ୬୪ କେନ୍ଦ୍ରରେ ଅଫଲାଇନ ଓ ୩୭ଟି କେନ୍ଦ୍ରରେ ଅନଲାଇନ ମୂଲ୍ୟାୟନ ହେବ । ୨ଟି ପର୍ଯ୍ୟାୟରେ ମୂଲ୍ୟାୟନ ହେବ ବୋଲି ଜଣାପଡ଼ିଛି । ସେଥିମଧ୍ୟରୁ ଜୁନ୍ ୨ରୁ ୧୨ ପ୍ରଥମ ଜୁନ୍ ୧୩ରୁ ୨୨ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।