ଓଏସ୍ଏସ୍ସି ଅଧ୍ୟକ୍ଷ ହେଲେ ଅଭୟ ରାଜ୍ୟ By Nitidin On Apr 13, 2022 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂର୍ବତନ ଡିଜିପି ଅଭୟଙ୍କୁ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (ଓଏସ୍ଏସ୍ସି) ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି । ଅଭୟ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଏହି ପଦବୀରେ କାର୍ଯ୍ୟ କରିପାରିବେ ବୋଲି ସୂଚନା ମିଳିଛି । Share