ରାଜ୍ୟରେ ୧୪ରୁ ଖୋଲିବ ପ୍ଲେ ସ୍କୁଲ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ଆସନ୍ତା ୧୪ ତାରିଖରୁ ପ୍ଲେ ସ୍କୁଲ ଓ କେଜି ଶ୍ରେଣୀ ଖୋଲିବ । ଏନେଇ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । କିନ୍ତୁ ସ୍କୁଲର ସମସ୍ତ ଶିକ୍ଷକ, ଅଣଶିକ୍ଷକ ଓ ଅନ୍ୟ କର୍ମଚାରୀ ଡୋବଲ ଡୋଜ୍ ନେଇଥିବା ଜରୁରୀ ବୋଲି ଜଣାପଡ଼ିଛି ।