ଭୁବନେଶ୍ୱର,ଏନ୍ଏନ୍ଏସ୍: ଶିକ୍ଷାନୁଷ୍ଠାନରେ ସ୍ୱରସ୍ୱତୀ ପୂଜା ପାଳନ କରିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । କିନ୍ତୁ ଶିକ୍ଷାନୁଷ୍ଠାନ ବ୍ୟତୀତ ଅନ୍ୟ କେଉଁଠି ସରସ୍ୱତୀ ପୂଜା ହେବ ନାହିଁ । ମନୋରଞ୍ଜନ କାର୍ଯ୍ୟକ୍ରମ ଓ ସମୂହ ଭୋଜିକୁ ଉପରେ ମଧ୍ୟ କଟକଣା ଲଗାଯାଇଛି । ଏଥିସହିତ ଘରେ ରହି ପରିବାର ସହସ୍ୱତୀ ପୂଜା ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।