ସକାଳୁ ଏସ୍ସିବି ବୁଲିଲେ ୫ଟି ସଚିବ ରାଜ୍ୟ By Nitidin Last updated Nov 6, 2019 Share କଟକ,ଏନ୍ଏନ୍ଏସ୍: ୫ଟି ସଚିବ ଭିକେ ପାଣ୍ଡିଆନ, ସ୍ୱାସ୍ଥ୍ୟ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ବୁଧବାର ଭୋରରେ ଏସ୍ସିବି ମେଡ଼ିକାଲ ପହଞ୍ଚି ମେଡ଼ିକାଲ ପରିଦର୍ଶନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସଚିବ ଡାକ୍ତର ଓ ରୋଗୀମାନଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି। ସେହିପରି ଆଜି ସନ୍ଧ୍ୟାରେ ଏସ୍ସିବି ମେଡ଼ିକାଲ କଲେଜର ବିକାଶ ଓ ରୋଗୀ କଲ୍ୟାଣ ସମ୍ପର୍କିତ ଏକ ବୈଠକ ଲୋକସଭା ଭବନରେ ଅନୁଷ୍ଠିତ ହେବାକୁଯାଉଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏସ୍ସିବି ଏଚଓଡି, ଛାତଛାତ୍ରୀ ଓ ପ୍ରଶାସନିକ ଅଧିକାରୀ ଯୋଗଦେଇ ମେଡ଼ିକାଲ କଲେଜର ବିକାଶ ସମ୍ପର୍କରେ ଆଲୋଚନା କରିବେ। Share