ଖୁବଶୀଘ୍ର ଓଡ଼ିଶାରେ ୫ଜି ସେବା

ପୁରୀ,ଏନ୍‌ଏନ୍‌ଏସ୍‌: ଓଡ଼ିଶାରେ ଖୁବଶୀଘ୍ର ୫ଜି ସେବା ଆରମ୍ଭ ହେବ । ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ପ୍ରଦାନ କରିଛନ୍ତି । ରେଡିଏସନର କୌଣସି ପ୍ରଭାବ ରହିବ ନାହିଁ ବୋଲି ମଧ୍ୟ ଶ୍ରୀ ବୈଷ୍ଣବ ସଭିଙ୍କୁ ଆଶ୍ୱସ୍ତ କରିଛନ୍ତି ।