ଏମାର ମଠରୁ ୪୭ ରୁପା ଇଟା

ପୁରୀ,ଏନ୍ଏନ୍ଏସ୍: ପୁରୀ ଏମାର ମଠର ୪ନଂ କୋଠରୀରୁ ୪୭ ଖଣ୍ଡ ରୁପା ଇଟା ମିଳିଛି। ପ୍ରଥମେ ୮ଖଣ୍ଡ, ପରେ ୩୭ ଖଣ୍ଡ ଓ ଶେଷରେ ୨ଖଣ୍ଡ ରୁପା ଇଟା ମିଳିଥିବା ସୂଚନା ମିଳିଛି। ୨୦୧୦ରେ ୪୭ ଖଣ୍ଡ ରୁପା ଇଟା ମହନ୍ତଙ୍କ ଦାୟିତ୍ୱରେ ଥିଲା।