କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ସମେତ ୩ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡ

ଭୁବନେଶ୍ୱର, ଏନ ଏନ ଏସ:  କୋଲବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଆସିଲା ରାୟ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ସମେତ ୩ଜଣଙ୍କୁ ୩ ବର୍ଷ  ଲେଖାଏଁ ଜେଲ ଦଣ୍ଡ  ଶୁଣାଇଛନ୍ତି କୋର୍ଟ।

ସୂଚନାଯୋଗ୍ୟ,  ୧୯୯୯ ଝାଡ଼ଖଣ୍ଡ କୋଲ୍‌ ବ୍ଲକ ଆବଣ୍ଟନ ମାମଲାରେ ତାଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ। ସେହି ମାମଲାରେ ଦୋଷୀ ଅନ୍ୟ ୨ ଅଧିକାରୀଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ ଜେଲ ହୋଇଛି। ଏଥିସହ ୧୦ ଲକ୍ଷ ଲେଖାଏଁ ଜରିମାନା କରିଛନ୍ତି କୋର୍ଟ।