ହୀରାକୁଦରେ ଖୋଲିଲା ୨୨ଟି ଗେଟ୍‌

ସମ୍ବଲପୁର,ଏନ୍‌ଏନ୍‌ଏସ୍‌: ହୀରାକୁଦ ଡ୍ୟାମର ଆଉ ୨୨ଟି ଗେଟ୍ ଖୋଲିଛି । ଏବେ ମୋଟ ୨୨ ଗେଟ ଜରିଆରେ ଜଳ ନିଷ୍କାସନ ଚାଲିଥିବା ଜଣାପଡ଼ିଛି ।