ରାଜ୍ୟରେ ଗତ ୨୪ ଘଣ୍ଟାରେ ୨,୧୦୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟାରେ ୬୦ ହଜାର ୪୮୩ ନମୁନା ପରୀକ୍ଷା ହୋଇଥିବା ବେଳେ ୨ ହଜାର ୧୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ବର୍ଗର ୩୨୪ ଜଣ ଆକ୍ରାନ୍ତ ରହିଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୪୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି କଟକରୁ ୧୪୫,ସୁନ୍ଦରଗଡ଼ରୁ ୨୧୯, ବଲାଙ୍ଗିର ୬୫, ସମ୍ବଲପୁରରୁ ୫୬ , ରାୟଗଡା ୪୩, ମୟୁରଭଞ୍ଜରୁ ୪୨, ବାଲେଶ୍ୱରରୁ ୪୦,ପୁରୀ ୩୪, ଯାଜପୁରରୁ ୫୩, ଝାରସୁଗୁଡା ୫୬,କେନ୍ଦ୍ରାପଡା ୭୬, ଗଞ୍ଜାମ ୩୫, ଜଗତସିଂହପୁରରୁ ୩୨, କଳାହାଣ୍ଡି ୩୬, କେଉଁଝର ୪୦, କୋରାପୁଟ ୪୫, ନବରଙ୍ଗପୁର ୪୩, ସୋନପୁର ୩୭, ନୟାଗଡ ୭୦, ନୂଆପଡା ୩୮. ଭଦ୍ରକ ୪୦, ବରଗଡ ୧୭, ଅନୁଗୁଳ ୯୭, ବୌଦ୍ଧ ୫୫, ଦେଓଗଡ ୯, ଢେଙ୍କାନାଳ ୬୧, ଗଜପତି ୬୪, କନ୍ଧମାଳ ୪୪, ମାଲାକାନଗିରି ୭ ଏବଂ ଷ୍ଟେଟ୍‌ପୁଲ୍‌ରୁ ୭୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।