ମୋ ସରକାରରେ ସାମିଲ ହେଲା ଆଉ ୨ ବିଭାଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସୋମବାର “ମୋ ସରକାର’ କାର୍ଯ୍ୟକ୍ରମରେ ଆଉ ଦୁଇ ବିଭାଗକୁ ରାଜ୍ୟ ସରକାର ସାମିଲ କରିଛନ୍ତି । ଏହି ଦୁଇ ବିଭାଗ ହେଲା ଗୃହ ନିର୍ମାଣ ଓ ପାନୀୟ ଜଳ । ସେହିପରି ମମତା ଯୋଜନାକୁ ମଧ୍ୟ ମୋ ସରକାରରେ ସାମିଲ କରାଯାଇଛି ।