ଆଉ ୨ ଦିନ ପୁରୀରରେ ସ୍କୁଲ ଛୁଟି

ପୁରୀ,ଏନ୍‌ଏନ୍‌ଏସ୍‌: ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ପୁରୀରେ ଆଉ ୨ ଦିନ ସ୍କୁଲ ବନ୍ଦ ରହିବ । ୧୧ଟି ବ୍ଲକରେ ୧୯ ଓ ୨୦ ତାରିଖ ସ୍କୁଲ ଛୁଟି ରହିବ ବୋଲିି ଜଣାପଡ଼ିଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ପ୍ରଦାନ କରିଛନ୍ତି ।