Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ହାତ ଓ ତ୍ୱଚା ପାଇଁ ଖିରକୁ ଏପରି ଉପାୟରେ କରନ୍ତୁ ବ୍ୟବହାର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ହାତ ଓ ତ୍ୱଚା ପାଇଁ ଖିରକୁ ଏପରି ଉପାୟରେ କରନ୍ତୁ ବ୍ୟବହାର

ହାତ ଓ ଗୋଡ଼ର ରଙ୍ଗ ଗୋରା ପାଇଁ ଖିର ଓ ଗୋଟା ଲୁଣର ବ୍ୟବହାର କରନ୍ତୁ। ଏହାକୁ ପ୍ରସ୍ତୁତ କରିବା ପାଇଁ ୧ ଚାମଚରୁ କମ ଲୁଣରେ କିଛି କଞ୍ଚା ଖିର ମିଶାନ୍ତୁ। ନିଜ ଇଚ୍ଛା ଅନୁଯାୟୀ ଏଥିରେ ଆପଣ ଏକ ଚାମଚ ମହୁ ମଧ୍ୟ ମିଶାଇ ପାରିବେ। ଏହାକୁ ଆପଣ ହାତ ଗୋଡ଼, ବେକ ଆଦି ସ୍ଥାନରେ ଲଗାଇ କିଛି ସମୟ ମାଲିସ କରନ୍ତୁ ଓ ପରେ ଧୋଇ ଦିଅନ୍ତୁ। ଏପରି ନିୟମିତ କରିବା ଦ୍ୱାରା ହାତ, ଗୋଡ଼ର କୋମଳ ହେବା ସହ ରଙ୍ଗ ଗୋରା ହୋଇଥାଏ। କମଳା ଚୋପାକୁ ଶୁଖାଇ ଗୁଣ୍ଡ କରି ଏଥିରେ କିଛି ଖିର ମିଶାନ୍ତୁ। ଏହି ପେଷ୍ଟକୁ ହାତ ଓ ଗୋଡ଼ରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ। ଏହାକୁ ନିୟମିତ ବ୍ୟବହାର କରିବା ଦ୍ୱାରା ହାତ ଓ ଗୋଡ଼ର ରଙ୍ଗ ଗୋରା ହୋଇଥାଏ।
୨ ଚାମଚ ଚନ୍ଦନ ପାଉଡ଼ରରେ ଟମାଟର, କାକୁଡ଼ି, ଲେମ୍ବୁର ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ହାତ ଓ ଗୋଡ଼ରେ ଲଗାଇ ୧୫ ମିନିଟ ରଖନ୍ତୁ। ୧୫ ମିନିଟ ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ଥର ଏହାକୁ ବ୍ୟବହାର କଲେ ନିଜେ ଏହାର ଚମତ୍କାର ଅନୁଭବ କରିବେ।
ସପ୍ତାହକୁ ୨ଥର ଦହିରେ ମହୁ ମିଶାଇ ଏହାକୁ ହାତ ଓ ଗୋଡ଼ରେ ଲଗାନ୍ତୁ। ଦହି ଓ ମହୁର ମିଶ୍ରଣକୁ ହାତରେ ଲଗାଇ ୧୫ ମିନିଟ ରଖନ୍ତୁ। ଏହା ପରେ ଗାଧାନ୍ତୁ। ଏହା ହାତ ଓ ଗୋଡ଼ର ରଙ୍ଗକୁ ଖୁବ ଗୋରା କରିଥାଏ।

କଦଳୀକୁ ଚକଟି ଏଥିରେ ଖିର ମିଶାନ୍ତୁ। ଏହି ମିଶ୍ରଣକୁ ତ୍ୱଚାରେ ଲଗାନ୍ତୁ। ଯେଉଁ ସମୟରେ ଏହା ଭଲ ଭାବେ ଶୁଖିଯିବ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ରୁ ୩ଥର ଏହାକୁ ବ୍ୟବହାର କଲେ ମୁହଁ କୋମଳ ଓ ଗୋରା ହୋଇଥାଏ। ବେସନରେ ଖିର, ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ରଖନ୍ତୁ। ପରେ ଧୋଇ ଦିଅନ୍ତୁ। ଏହାକୁ ନିୟମିତ ବ୍ୟବହାର କଲେ ନିଜେ ଏହାର ଚମତ୍କାରିତା ଅନୁଭବ କରି ପାରିବେ।