ବାହାନଗା ଟ୍ରେନ ଟ୍ରାଜେଡି: ଦାବୀଦାର ବିହୀନ ମୃତଦେହ ହସ୍ତାନ୍ତର

ବାଲେଶ୍ୱର,ଏନ୍‌ଏନ୍‌ଏସ୍‌: ବାହାନଗା ଟ୍ରେନ ଟ୍ରାଜେଡିର ମୃତକଙ୍କ ଶେଷକୃତ୍ୟ ପାଇଁ ଶବ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଭୁବନେଶ୍ୱର ଏମ୍ସରୁ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଚିହ୍ନଟ ହୋଇନଥିବା ଓ ଦାବୀଦାର ନଥିବା ୨୮ଟି ମୃତଦେହକୁ ବିଏମସିକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି ।