ସୁଟିଂ ସେଟରେ ଆତ୍ମହତ୍ୟା କଲେ ଅଭିନେତ୍ରୀ

ମୁମ୍ବାଇ: ଟିଭି ଅଭିନେତ୍ରୀ ତୁନିଷା ଶର୍ମା ଆତ୍ମହତ୍ୟା କରିଛନ୍ତି । ଚା’ ବ୍ରେକ ସମୟରେ ତୁନିଷା ଟୟଲେଟ ଯାଇ ଦୀର୍ଘ ସମୟ ଧରି କବାଟ ଖୋଲିନଥିଲେ । ସେଥିପାଇଁ କବାଟ ଭାଙ୍ଗିବାରୁ ତୁନିଷା ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ପୁଲିସ ଏବେ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି ।