ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରାଥମିକ ଶିକ୍ଷକ ସଂଘ ଆସନ୍ତା ୨୬ ତାରିଖରେ ଭୁବନେଶ୍ୱରରେ ମହାସମାବେଶ କରିବ । ଏହାସହ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ସମସ୍ତ ବିଇଓ ଅଫିସ ଆଗରେ ଆନ୍ଦୋଳନ ହେବ । ଏବେ ୯ଟି ଶିକ୍ଷକ ସଂଘ ଆନ୍ଦୋଳନରେ ସାମିଲ ରହିଛନ୍ତି । ଏନେଇ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା ସୂଚନା ଦେଇଛନ୍ତି ।