ରାଜ୍ୟ ରାଜଧାନୀର ରାସ୍ତା କଡ଼ରେ ଲାଗିଥିବା ଗ୍ରୀଲରୁ କରେଣ୍ଟ ଲାଗି ଜଣେ ମୃତ Nitidin Nov 27, 2020 ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ପଳାଶୁଣୀରେ ଅଘଟଣ। ପଳାଶୁଣୀ ଛକ ରାସ୍ତା କଡ଼ରେ ଲାଗିଥିବା ଗ୍ରୀଲରୁ କରେଣ୍ଟ ଲାଗିବା କାରଣରୁ ଜଣଙ୍କର ମୃତ୍ୟୁ ଘଟିଛି।…