୨୨ରେ ହେବ ସ୍ୱତନ୍ତ୍ର ଓଜେଇଇ ରାଜ୍ୟ By Nitidin On Oct 12, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୨୨ ତାରିଖରେ ଓଜେଇଇ ସ୍ୱତନ୍ତ୍ର ସିଟିଂ ହେବ। ଲାଟେରାଲ ଏଣ୍ଟ୍ରି ଡିପ୍ଲୋମା, ବିଟେକ୍ ଓ ବିଫାର୍ମା ଲାଗି ଏହି ସ୍ୱତନ୍ତ୍ର ଜେଇଇ ପରୀକ୍ଷା ଅନୁଷ୍ଠିତ ହେବ। ଏଥିସହିତ ପୂର୍ବରୁ ଏଣ୍ଟ୍ରାନ୍ସରୁ ବଞ୍ଚିତ ଥିବା ପରୀକ୍ଷାର୍ଥୀ ସ୍ୱତନ୍ତ୍ର ଓଜେଇଇ ଦେଇପାରିବେ। Share