ଛତିଶଗଡ଼,ଏଜେନ୍ସି: କେନ୍ଦ୍ର ସରକାରଙ୍କ ଆହ୍ୱାନକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟ ତଥା ଜିଲ୍ଲାର ସୀମାନ୍ତ ବନ୍ଦ କରାଯାଉଛି। ଏହି ପରିପ୍ରେକ୍ଷୀରେ ଛତିଶଗଡ଼ର ରାଜ୍ୟ ସୀମାନ୍ତକୁ ବନ୍ଦ କରାଯାଇଛି। ଏହି ପରିପ୍ରେକ୍ଷୀରେ ଛତିଶଗଡ଼ର କନାକଟୋରା କାଳୀମନ୍ଦିର ଚୌକ, ଲାରା ଚୌକ, ବୈଶେନପାଲି ଭିକମପାଲି ଚୌକ ଠାରେ ବଡରକୁ ବନ୍ଦ କରାଯାଇଛି। ସେହିପରି ଏହାର ପ୍ରଭାବରେ ଓଡ଼ିଶାର ସମ୍ବଲପୁର ଜିଲ୍ଲାର ସୀମାନ୍ତକୁ ମଧ୍ୟ ବନ୍ଦ କରାଯାଇଛି।